Tate bhala paibi Odia Album Romantic Lyrics Song

 Tate bhala paibi Odia Album Romantic Lyrics Song


This is the best song of 2022. Lyrics by Arun Mantri song by Humane Sagar & Asima Panda. Music bySuresh Panda.

Odia song lyrics


ତୁ ଗୀତ ହେଇଯା ମୁ ତତେ ଗାଇବି (୨)

ତୁ ବାଟ ହେଇଯା ମୁ ଥରେ ଚାଲିବି

ତୁ ମେଘ ହେଇଯା ମୁ ଖାଲି ଭିଜିବି

ଭିଜିବା ପାଇଁ କି ଦିନ ରାତି



ଦେଇ ଦେ ଥରେ ତୁ ଅନୁମତି

ତତେ ଭଲ ପାଇବି

ତୁ ଗିତ ହେଇଯା ମୁ ତତେ ଗାଇବି

ତୁ ଗପ ହେଇଯା ମୁଁ ତତେ ଶୁଣିବି




ଭାବିବିନି ଯେବେ ଭାବୁଚି

ତତେ ଖାଲି ତତେ ଭାବୁଚି

ସବୁ କଥା ତୋ ପରିକା ମତେ ଶୁଭୁଛି

ଚାହିଁବିନି ଯେତେ ଚାହୁଁଚି

ତତେ ଖାଲି ତତେ ଚାହୁଁଚି



ତୋ ନଜର ମୋ ନଜର ମିଶିଯାଉଛି

କରି ନେ ମତେ ନଜର ବନ୍ଦୀ

ପ୍ରେମରେ ତୋର ନେଇଯା ଛନ୍ଦୀ

ପାଖେ ପାଖେ ରହିବି



ତୁ ଗୀତ ହେଇଯା ମୁ ତତେ ଗାଇବି

ତୁ ଗପ ହେଇଯା ମୁ ତତେ ଶୁଣିବି

ଟିକେ ଭଲ ଟିକେ ପାଗଳ

ଭୁଲେଇଲୁ ସଞ୍ଜ ସକାଳ

ତଥାପି ମୁ କଲି ମୋର ଆଖ୍ କଜଳ



ହସ ତୋର ଫୁଲ ପାଖୁଡା

ଜହ୍ନ ତୋର ଖଣ୍ଡେ ଟୁକୁଡା

କଥା ତୋର ମୋ ଗୀତର ଲକ୍ଷେ ମୁକୁଡା

କଥାରେ ମତେ ଫୁଲେଇ ଦେଲୁ


ତୋ ଯାଏ ମତେ ଚଲେଇ ନେଲୁ

କେମିତି ମୁ ଫେରି ବି

ତୁ ଗୀତ ହେଇଯା ମୁ ତତେ ଗାଇବି

ତୁ ବାଟ ହେଇଯା ମୁ ଥରେ ଚାଲିବି

ତୁ ଗିତ ହେଇଯା ମୁ ତତେ ଗାଇବି

ତୁ ମେଘ ହେଇଯା ମୁ ଖାଲି ଭିଜିବି





Tate Bhala Paibi Song Details


✍️ LyricsArun Mantri


🎼 MusicSuresh Panda


🏷️ Music LabelCrunchy Entertainment


📌 Song TitleTate Bhala Paibi


🎞️EditedPapu Sahoo


🎤 SingerHumane Sagar & Asima Panda

Post a Comment

0 Comments
* Please Don't Spam Here. All the Comments are Reviewed by Admin.