PREMA LATA Odia New Album Dance Song Lyrics

 

PREMA LATA Odia New Album Dance Song Lyrics 


bySaroj Kumar Sahu, This is the best song of 2022.  song by Humane Sagar  Music by JN Padma



ତୋ ସପନ ଦେଖ୍ ଦେଖ୍

କଲା ପଡିଲାନି ମୋ ଆଖୁ ପତା

ତୋ ବାଟରେ ଚାଲୁ ଚାଲୁ

ମୋ ଚପଲରେ ଛିଡିଲାଣି ଫିତା


ତୋ ସପନ ଦେଖି ଦେଖି

ପଡିଲାନି ମୋ ଆଖି ପତା

କହିଦେ ଥରୁଟେ ତୁ ହସିକି କଥା

ପ୍ରେମଲତା ଲୋ ପ୍ରେମଲତା ଲୋ

ପ୍ରେମଲତା(à­¨)



ତୋ ପାଇଁ ଲୋ ଶୁଣୁଛି

ମୁ କାହାଠୁ କେତେ କଥା

ଘୁରି ଘୁରି ତୋ ପଛରେ

ହେଲାଣି ମୋ ମୁଣ୍ଡ ବଥା


ଗା ମୁଣ୍ଡରେ ଟୁପୁରୁଟାପୁରୁ

ଚାଲିଛି ରେ ଆମ ଚର୍ଚ୍ଚା

ଜଳିଯିବେ କିଛି ଲୋକ

ଆମକୁ କରି ଈର୍ଷା


କହିଦେ ଥରୁଟେ ତୁ ହସିକି କଥା

ପ୍ରେମଲତା ଲୋ ପ୍ରେମଲତା ଲୋ

ପ୍ରେମଲତା(à­¨)



ଜହଁ ମାମୁକୁ କହିଦେଇଛି

ହବୁ ତୁ ଭଣଜା ବୋହୁ

ଗେହ୍ଲେଇରାଣି ଥାଉ ଲୋ

ଥାଉଲାଜ ସେତିକି ଥାଉ


ତୋ ସପନ ରାଇଜରେ

ମୁ ହେବି ଲୋ ରାଜା

ହାତ ଧରି ଆଣି ବି ଲୋ

ବଜେଇ ମହୁରୀ ବାଜା



କହିଦେ ଥରୁଟେ ତୁ ହସିକି କଥା

ପ୍ରେମଲତା ଲୋ ପ୍ରେମଲତା(à­¨)




Premalata Song Details


This is the best song of 2023.


📌 Song TitlePremalata


🎞️DirectorJagmohan


🎤 SingerHumane Sagar

Post a Comment

0 Comments
* Please Don't Spam Here. All the Comments are Reviewed by Admin.