ORE MAHIRE Odia Album Romantic Song Lyrics by Sambit kumar Mohanty song

 ORE MAHIRE Odia Album Romantic Song Lyrics 


by Sambit kumar Mohanty song by Humane Sagar & Arpita Chowdhury, This is the best song of 2022. Music by Matru prasad Rath


Odia lyrics


ଆକାଶ ଆଜି କରେ ବାହାନା

କହୁଛି ମେଘ ତୁ ବରଷେନା

ମନ ମୋ ଏବେ କରେ ଛଳନା

ଦେଖିବାକୁ ତତେ ଖୋଜେ ବାହାନା



ଯେତେ ଦେଖିଲେ ତତେ ମନ ଭରେନା ଜମା

ଜାଣିଲୁ କି ତୁ ମୋ ମନ ର ରାଜ ଜେମା

ନିଶ୍ଵାସ ମୋ ଚାଲେ ଆଜି ତୋ ପାଇଁକିରେ

ଓ ରେ ମାହୀରେ ଓ ରେ ମାହି ରେ


ଲାଗେ ପଢିଛି ପଢିଛି ତୋ ପ୍ରେମ ରେ

ଓ ରେ ମାହୀରେ ଓ ରେ ମାହୀରେ

ଲାଗେ ପଢିଛି ମୁ ପଢିଛି ତୋ ପ୍ରେମରେ

ମୋ ପ୍ରେମ ଶଗଡ଼ି ଗଡୁଚିରେ ଆଜି

ତୋ ହୃଦୟ ଗାଁ ରେ ଏକା ଏକା



ତୁ ଥରେ ଖାଲି ବୁଲି ଚାହିଁଦେଲେ

ହୃଦୟ ମୋ ଲାଗେ ପ୍ରେମ ଛିଟା

ତୋ ସହ କଥା ହେଲେ ମତେ ଏମିତି ଲାଗେ

ଯେମିତି ସବୁ ଖୁସି ମୋର ତୋରି ପାଖେ



ତୋ ପ୍ରେମକୁ ମୋ ମନରେ ସାଇତି ରଖୁଛି ରେ

ଓ ରେ ମାହୀରେ ଓ ରେ ମାହୀରେ

ଲାଗେ ପଡିଛି ପଡିଛି ତୋ ପ୍ରେମରେ

ଓ ରେ ମାହୀରେ ଓ ରେ ମାହୀରେ

ଲାଗେ ପଡିଚି ମୁ ପଡିଚି ମୁ ତୋ ପ୍ରେମରେ



ବିଚରା ହୃଦୟ ପ୍ରେମରେ ପଡିଛି

ଖୋଜୁଛି ଏବେରେ ତୋ ସାହାରା

ହୃଦୟଟା ମୋର ଛୋଟ ପିଲାଟିଏ

ଅଝଟ୍ ହୁଏ ତୋ ପାଖେ ପାଖେ



ଥରେ ହଁ କହିଦେ ସବୁ ମୁ ଭୁଲିଯିବି

ତୋ ଚଲାବାଟରେ ଫୁଲ ମୁ ବିଞ୍ଚିଦେବି

ଥରେ ଖାଲି କହିଦେ ତୁ ଭଲ ପାଉରେ

ଓ ରେ ମାହୀରେ ଓ ରେ ମହୀରେ



ଲାଗେ ପଡିଚି ମୁ ପଡିଚି ମୁ ତ ପ୍ରେମ ରେ

ଓ ରେ ମାହୀରେ ଓ ରେ ମାହିରେ

ଲାଗେ ପଡିଛି ପଡିଛି ତୋ ପ୍ରେମରେ



O Re Mahire Song Details


✍️ LyricsSambit kumar Mohanty


🎼 MusicMatru prasad Rath


🏷️ Music LabelRainbow Music


📌 Song TitleO Re Mahire


🎞️ProducerDebendra BiswAL


🎤 SingerHumane Sagar & Arpita Chowdhury

Post a Comment

0 Comments
* Please Don't Spam Here. All the Comments are Reviewed by Admin.