Jou Pua Pain Odia Latest New Album Sad Song
Lyrics by Prem Darshan song by Jyotirmayee Nayak This is the best song of 2023.
Music by Prem Darshan
![]() |
| Jou pua pain |
ମାଗୁନି ତତେ କିଛି ଖାଲି କହିଦେ ଏତିକି
ଭଲପାଉଥିଲୁ ସତରେ ନା ଖେଳୁଥିଲୁ ଖାଲି(୨)
ତୁ ପାରିଲୁ ସିନା ଧନ
ମୁଁ ପରୁନି ତତେ ଭୁଲି
ଯୋଉ ପୁଅ ପାଇଁ ମରୁଛି ମୁ ଆଜି
ତାକୁ ମୋ ଲୁହର ଖବର ନାହିଁ
ଭଲପାଇ ଯଦି ମରିବାକୁ ହୁଏ
ଆଉ ସେ ପ୍ରେମ ମୋର ଲୋଡା ନାହିଁ
ମୁ ଭଲ ଥୁଲି ଏକା ମୋ ଜୀବନେ
ତୁ କାଇଁ ଆସିଲୁ
ଆସିଲୁ ଖୁସି ନେଇ
ଗଲାବେଳେ ଦୁଃଖ ଦେଇକି ଗଲୁ
କଥା ଦେଇଥୁଲୁ ରହିବୁ ବୋଲି
ମୋ ସାଥେ ସବୁଦିନ
ଅଧାବାଟେ ଏକା କରି ଚାଲିଗଲୁ
କେମିତିକା ତୋ ପ୍ରେମ
ମନ ଭାଙ୍ଗିଦେବୁ ତୁ ବୋଲି
ମୁ କେବେ ଭାବିନଥିଲି
ଯୋଉ ପୁଅ ପାଇଁ ମରୁଛି ମୁ ଆଜି
ତାକୁ ମୋ ଲୁହର ଖବର ନାହିଁ
ଭଲପାଇ ଯଦି ମରିବାକୁ ହୁଏ
ଆଉ ସେ ପ୍ରେମ ମୋର ଲୋଡା ନାହିଁ
ମତେ ଲୁହ ଦେଇ ଖୁସି ହବୁ ଯଦି
ଖୁସିରେ ତୁ ରହିଥା
ବଞ୍ଚିପାରିବିନି ତୋ ବିନା ଧନ
ଫେରିଆ ତୁ ଫେରିଆ
ତୋ ପାଇଁ ସିନା ପ୍ରେମ ଥୁଲା ଖେଳ
ମୁଁ ଥୁଲି ଖେଳନା
ମୋ ପାଇଁ ଥୁଲୁ ସବୁକିଛି
ତୁ ମୋର ଦୁନିଆ
କେବେ ମରିଗଲେ ବି ଆଉ
ପ୍ରେମ କେବେବି କରିବିନି
ଯୋଉ ପୁଅ ପାଇଁ ମରୁଛି ମୁ ଆଜି
ତାକୁ ମୋ ଲୁହର ଖବର ନାହିଁ
ଭଲପାଇ ଯଦି ମରିବାକୁ ହୁଏ
ଆଉ ସେ ପ୍ରେମ ମୋର ଲୋଡ଼ା ନାହିଁ
Jou Pua Pain Song Details
✍️ LyricsPrem Darshan
🎼 MusicPrem Darshan
🏷️ Music LabelDarshan Music
📌 Song TitleJou Pua Pain
🎞️ArrangementsJaga Jd
🎤 SingerJyotirmayee Nayak
