Tu Mo Mehman Latest Odia Album Dance New Song Lyrics
Singer. Swayam Padhi & Anany
Lyrics by Puspak Parida song by JN padma the best song of 2023.
କଣ କରି ମୋ ମନକୁ ଥରକରେ ଜିତିଗଲୁ
ପଥରଟେ ଥିଲି ମୁଁ
ମତେ ପ୍ରତିମୂର୍ତ୍ତି ସଜେଇଲୁ (୨)
ଜାନେମନ୍ ଓ ଜାନେମନ୍
ବନିଗଲୁ ତୁ ମୋ ଦିଲ୍ର ମେହେମାନ୍
ଜାନେମନ୍ ଓ ଜାନେମନ୍
ବନିଗଲୁ ତୁ ମୋ ଦିଲ୍ର ମେହେମାନ୍
ନୂଆଗୋଟେ ପୃଥିବୀ ଟେ ଖୋଜିବା ମିଳିମିଶି
ଯୋଉଠି ତ ଥିବ ଖାଲି ଖୁସି ଆଉ ଖୁସି
ନୂଆ ଗୋଟିଏ କାହାଣୀଟିଏ ଲେଖିବା ହସି ହସି
ସମୟର ଏ ସୁଅ ରେ ଦୁହେଁ ଭାସାଭାସି
ସବୁଦିନ ପାଇଁ ତତେ ଦେଇଦେଲି ମନ
ତୋ ଭାବନାରେ କଟେ ମୋ ରାତିଦିନ
ଯୁଗ ଯୁଗ ପାଇଁ ରହୁ ଆମ ଏ ମିଳନ
ଯାଆନି ଦୁରେଇ
ଜାନେମନ୍ ଓ ଜାନେମନ୍
ବନିଗଲୁ ତୁ ମୋ ଦିଲ୍ର ମେହେମାନ୍
ଜାନେମନ୍ ଓ ଜାନେମନ୍
ବନିଗଲୁ ତୁ ମୋ ଦିଲ୍ର ମେହେମାନ୍
କୋଉଜନ୍ମ ପୂଣ୍ୟଫଳ ଏ ଜନ୍ମରେ ପାଇଗଲି
ତୋର ସବୁ ଖୁସିର ମୁଁ ଭାଗିଦାର ହେଲି
ଏଇ ଆଖି ପଲକରେ ତତେ ଯେବେ ରଖିଦେଲି
ଧିରେ ଧିରେ ନିଜକୁ ମୁଁ
ନିଜେ ଗଲି ଭୁଲି
ତୋ ଭାବନାରେ କଟେ ମୋ ରାତିଦିନ
ଯୁଗ ଯୁଗ ପାଇଁ ରହୁ ଆମ ଏ ମିଳନ
ଯାଆନି ଦୁରେଇ
ଜାନେମନ୍ ଓ ଜାନେମନ୍
ବନିଗଲୁ ତୁ ମୋ ଦିଲ୍ର ମେହେମାନ୍
ଜାନେମନ୍ ଓ ଜାନେମନ୍
ବନିଗଲୁ ତୁ ମୋ ଦିଲର ମେହେମାନ୍
Tu Mo Mehman Song Details
📌 Song TitleTu Mo Mehman
🎞️ProducerRAGHVI MEDIA
🎤 SingerSwayam Padhi& Ananya
✍️ LyricsPuspak Parida
🎼 Music DirectorAbinash Mishra
🏷️ Music LabelRAGHVI MEDIA
