Gajal Gajal odia song lyrics
Odia Film Song Hae To Prema Gajal Gajal is one of a romantic song, Lyrics writter Basant Raj wrote this song, Odia Famous Actor Anubhav Mohanty And Best Singer Humane Sagar Sing this song, Music directed by anand Prem. This Song is Best of the famous Song of 2017 of Odia industry. Watch this song In Youtube and read This lyrics of Gajal Gajal Song Lyrics
Best Tag In This Song,
Gajal Gajal odia song lyrics, Gajal Gajal Song Lyrics, Anubhav Mohanty Song Lyrics, Humane Sagar Odia Song Lyrics
![]() |
| Gajal Gajal Odia Song Lyrics |
ଏତେ ଭଲ ମତେ ପାଇଲୁ ତୁ
ହୃଦୟ କୁ ଏତେ ଛୁଇଁଲୁ ତୁ
ଛାତି ତଳେ ମୋର ହେଲା ହଲ ଚଲ
ଏତେ ମିଠା ତୋର ରାଗ ରୁଷା
ରାଗ ତଳେ ଏତେ ମହୁ ବର୍ଷା
ମନ ତଳେ ମୋର ହେଲା ଝଲ ମଲ
ହସ ତୋର ହାତ ବୁଣା ରେଶମୀ ରୁମାଲ
ହାଏ ତୋ ପ୍ରେମ
ଗଜଲ ଗଜଲ ଗଜଲ ଗଜଲ ଗଜଲ ଗଜଲ
ହାଏ ତୋ ପ୍ରେମ
ଗଜଲ ଗଜଲ ଗଜଲ ଗଜଲ ଗଜଲ ଗଜଲ
ସ୍ବପ୍ନ ହଁ ତୁ ସ୍ଵପ୍ନ
ଧୀରେ ଧୀରେ ଆସିଲୁ
ଆଖି ସାରା ବସିଲୁ
ନେଇଗଲୁ ମୋର ମନ
ଜହ୍ନ ହଁ ତୁ ଜହ୍ନ
ଧୀରେ ଧୀରେ ଉଇଁଲୁ
ଏମିତି ତୁ ଛୁଇଁଲୁ
ଦେହ ସାରା ଚିହ୍ନ ଚିହ୍ନ
ନୀଳ ନୀଳ ଆଖି ନିଶା ନିଶା
ତାର କଷି ତୋର ପର ନକ୍ସା
ଦିନ ରାତି ହାଏ ହେଲା ଝଲ ମଲ
ଚାହାଣି ରେ ଚୁନା ଚୁନା
ଚୁମକି ର ପାୟଲ
ହାଏ ତୋ ପ୍ରେମ...
ଗଜଲ ଗଜଲ ଗଜଲ ଗଜଲ ଗଜଲ ଗଜଲ
ହାଏ ତୋ ପ୍ରେମ
ଗଜଲ ଗଜଲ ଗଜଲ ଗଜଲ ଗଜଲ ଗଜଲ
ବାସ୍ନା ହଁ ତୁ ବାସ୍ନା
ଧୀରେ ଧୀରେ ବହିଲୁ
ବାଟ ସାରା ଛୁଇଁଲୁ
ମାଟି ହେଲା ସୁନା ସୁନା
ସୁନା ହଁ ତୁ ସୁନା
ଚିକ ମିକ ତୋ ରଙ୍ଗରେ
ଚମକିଲୁ ଭାଗ୍ୟରେ
ତୋ ବିନା ମୁଁ ଚୁନା
ଝୁମା ଝୁମା ଲାଗେ ସାରା ଦିନ
ଚୁମା ଚୁମା ଲଗେ ସାରା ରାତି
ଏ କି ରୋଗ ମତେ କଲା କଲ ବଲ
ଦୁନିଆରେ ତୁ ଏକା ପୁଅଟେ କମାଲ
ହାଏ ତୋ ପ୍ରେମ
ଗଜଲ ଗଜଲ ଗଜଲ ଗଜଲ ଗଜଲ ଗଜଲ
Singer- Humane Sagar, Diptirekha
Song- Gajal Gajal featuring Anubhav & Elina
Film Director- Murali Krishna
Production House- Tarang Cine Production
Editor – Rajesh Dash
Composer – Premanand
Lyricist- Basant Raj Samal
Choreographer – Amit Nayak
D.O.P – Pratap Rout
