Ama bhitare kichhi achhi New Odia Latest Dance Lyrics || Odia New Lyrics Song

 Ama bhitare kichhi achhi New Odia Latest Dance 


Lyrics by Satya Ranjan Bal Song lyrics song by Abinash Dash & Lopamudra Dash

This is the best song of 2023.  Music by Satya Ranjan Bal

Odia lyrics song



ତୋ ଆଗରୁ କେତେ କିଏ ଜୀବନେ ଆସିଛିରେ

ମନଟାକୁ ସେତେଟା କେହି ଛୁଇଁନି

କେତେ ଆଖ୍ ସାଥେ ଏଇ ଆଖି ମୋ ମିଶିଛି ରେ

କାହାକୁ ଜୀବନେ ଜାଗା ମୁଁ ଦେଇନି(୨)

ତୋ ସାଥେ ଗପିବା ତୋ ସାଥେ ହସିବା

ତୋ ସାଥେ ଚାଲିବା ତୋ ସାଥେ ମିଶିବା

ଭଲ ଲାଗେ କାହିଁକି ମତେ ସବୁକିଛି

ତୁ ମାନ କି ନମାନ୍ ମୁ ଜାଣିଚି

ଆମ ଭିତରେ କିଛି ଅଛି (୨)



ବହିଖାତା ଖୋଲି ବସେ ମୁଁ ସିନା

ହେଲେ ପଢ଼ାରେ ତ ମନ ଲାଗେନା

ଭାରି ଅନ୍ୟମନସ୍କ ତୋ ଭାବନା

ତତେ ଭାବି ଭାବି ରାତି ଅଧରେ

ଟିକେ ଶୋଇଲେ ମୁଁ ଛାଇ ନିଦରେ

ସ୍ବପ୍ନ ତୋର ନିଦ ଭାଙ୍ଗିଦିଏରେ



କଥକଥାରେ ତୁ ରୁଷିବା ରାଗିବା

ଆଉ ଜତେଇକି କିଛି ବି ମାଗିବା

ସେତିକିରେ ସବୁ କିଛି ମୁ ବୁଝିନେଇଛି

ତୁ ମାନ କି ନମାନ୍ ମୁ ଜାଣିଚି

ଆମ ଭିତରେ କିଛି ଅଛି (୨)



ନକହି ବି ସବୁ ବୁଝିନଉ ତୁ

ଖୋଜିବା ଆଗରୁ ପାଖେ ତୁ

ଲାଗେ ମୋଠୁ ବେଶୀ ମତେ ଜାଣୁ ତୁ

ଏବେ ଖାଲି ଟିକେ ମନ ଉଣା

ଖୁସି ନେଇ ମତେ ତୁ ଶହେଗୁଣା

ମୋ ଓଠରେ ହସ ବୁଣୁ ମୋ



ଲୁଚକାଳି ଖେଳୁ ନିଜ ସାଥେ ଦୁହେଁ

ମନେ ମନେ ଭାବୁ ଏ ପ୍ରେମ ନୁହେଁ

ହେଲେ ଏ ପ୍ରେମଠୁ ଅଧିକ କିଛି

ତୁ ମା ନମାନ୍ ମୁ ଜାଣିଚି

ଆମ ଭିତରେ କିଛି ଅଛି (୨)


Ama Bhitare Kichi Achi Song Details


✍️ LyricsSatya Ranjan Bal


🎼 MusicSatya Ranjan Ba


🏷️ Music LabelLagna Music


📌 Song TitleAma Bhitare Kichi Achi


🎞️ProducerSanjukta Mohanty


🎤 SingerAbinash Dash & Lopamudra Dash

Post a Comment

0 Comments
* Please Don't Spam Here. All the Comments are Reviewed by Admin.