Dil Gun Gun Gauchhi Odia Album New Romantic Song
Music Director by Bimigdha Das This is the best song of 2023. song by Humane Sagar & Sital Kabi .Lyrics by Soumya ranjan bal
ଧୂରେ ଧୂରେ ତୋର ବାସ୍ନାଯେବେ ବହିଯାଉଛି
ଦିଲ୍ ଗୁନ୍ ଗୁନ୍ ଗୁନ୍ ଗୁନ୍
ଗୁନ୍ ଗୁନ୍ ଗାଉଛି
ଧରେ ଧୂରେ ଏଇ ଜ୍ୟୋସ୍ନାଯେବେ ଛୁଇଁଯାଉଛି
ଦିଲ୍ ଗୁନ୍ ଗୁନ୍ ଗୁନ୍ ଗୁନ୍
ଗୁନ୍ ଗୁନ୍ ଗାଉଛି
ଦିୱାନ ମୁଁ ଆୱରା ମୁଁ ସାରା ଦୁନିଆ କହୁଛି
ନିଜଠାରୁ ନିଜେ ଯେବେ ତୋ ପ୍ରେମରେ ମୁଁ ପଡିଛି
ଦିଲ୍ ଗୁନ୍ ଗୁନ୍ ଗୁନ୍ ଗୁନ୍
ଗୁନ୍ ଗୁନ୍ ଗାଉଛି(୪)
ଲୁଚି ଲୁଚି ତତେ କେତେ ଭଲପାଉଛି
କହିଦେବି କହିଦେବି ମନ କହୁଛି
ଯେବେଠାରୁ ତୋ ସାଥ୍ରେ ଭେଟ ହେଇଛି
ତତେ ଭାବି ତତେ ଭାବି ରାତି ପାଉଛି
ପାଗଳ ମୁଁ ବନ୍ ଜାରା ମୁ ନିଜକୁ ନିଜେ ଲାଗୁଛି
ଆୟତ୍ତରେ ମନ ନାହିଁ ଯେବେଠୁଁ ତତେ ପାଇଛି
ଦିଲ୍ ଗୁନ୍ ଗୁନ୍ ଗୁନ୍ ଗୁନ୍
ଗୁନ୍ ଗୁନ୍ ଗାଉଛି(୪)
ଅହରହ ଦୁଇ ଆଖ୍ ତତେ ଖୋଜୁଛି
ଲାଗେ ମତେ ଲାଗେ ମତେ ପ୍ରେମ ହେଇଛି
ଆଖ୍ ଆଗେ ତୋ ଚେହେରା ଉଙ୍କି ମାରୁଛି
ଚାକିଗଲେ ବାଟ ସାରା ମହୁ ଝରୁଛି
ଦିୱାନୀ ମୁଁ ମସ୍ତାନି ମୁଁ ସାରା ଦୁନିଆ କହୁଛି
ଭଲ ପାଏ ବୋଲି ତତେ ଖାଲି ହୃଦୟ କହୁଛି
ଦିଲ୍ ଗୁନ୍ ଗୁନ୍ ଗୁନ୍ ଗୁନ୍
ଗୁନ୍ ଗୁନ୍ ଗାଉଛି(୪)
Dil Gun Gun Gauchi Song Details
📌 Song TitleDil Gun Gun Gauch
🎞️Producer. Subash Das
🎤 SingerHumane Sagar & Sital Kabi
✍️ LyricsSoumya ranjan bal
🎼 MusicBimigdha Das
🏷️ Music LabelA6 Entertainment
